Download Now Banner

This browser does not support the video element.

ଜୟପୁର: ବାଙ୍କବିଜା ରେ ଚୋରି, ସାଇଣ୍ଟିଫିକ ଟିମର ତଦନ୍ତ

Jeypore, Koraput | Sep 27, 2025
ଜୟପୁର ସଦର ଥାନା ଅନ୍ତର୍ଗତ ବାଙ୍କବିଜାରେ ଜୋରି ହୋଇଛି । ଏନେଇ ଆଜି ଜୟପୁର ସଦର ଥାନା ରେ ଲିଖିତ ଅଭିଯୋଗ ହେବାରୁ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଜୟପୁର ସଦର ଥାନା ଅନ୍ତର୍ଗତ ବାଙ୍କବିଜାର ପ୍ରକାଶ ଦୋରା ଅଭିଯୋଗ କରିଥିଲେ । ଘରେ କେହି ନଥିବା ର ସୁଯୋଗ ନେଇ ଦୁବୁତ୍ତ ମାନେ ଘରର ତାଲା ଭାଙ୍ଗି ଫ୍ରିଜ, ଖଟ, ଗ୍ୟାସ ସୁଚନା, ଫ୍ୟାନ, ବିଦ୍ୟୁାତ ତାର ଆଦି ଚୋରି କରି ନେଇଛନ୍ତି । ଏନେଇ ପୋଲିସ ସାଇଣ୍ଟିଫିଟ ଟିମ ତଦନ୍ତ କରିଥିବା ବିଷୟ ଜୟପୁର ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ଆଜି ରାତ୍ର 8ଟାରେ ସୁଚନା ଦେଇଛନ୍ତି ।
Read More News
T & CPrivacy PolicyContact Us