Download Now Banner

This browser does not support the video element.

ଦିଗପହଣ୍ଡି: ଗଂଜାମ ଜିଲ୍ଲା ଦିଗପହଣ୍ଡି ଏନଏସି ପକ୍ଷରୁ ସ୍ଵଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Digapahandi, Ganjam | Sep 26, 2025
ଗଂଜାମ ଜିଲ୍ଲା ଦିଗପହଣ୍ଡି ଏନଏସି ପକ୍ଷରୁ ସ୍ଵଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ସହରର ବଡବନ୍ଧ ଠାରେ ଅ।ଜି ଦିନ 10 ଘଣ୍ଟ ସମୟରେ ଅନୁଷ୍ଠିତ ହୋଇଯାଇଥିବାର ଖବର ମିଳିଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ତାନିୟ ଲୋକଙ୍କ ଦ୍ଵାରା ବ଼ଡବନ୍ଧ କୁ ସଫା କରାଯାଇଥିବା ବେଳେ ଦିଗପହଣ୍ଡି ଏନଏସିର କର୍ମଚାରୀ ମାନେ ଯୋଗ ଦେଇଥିବାର ଖବର ମିଳିଛି ।
Read More News
T & CPrivacy PolicyContact Us