This browser does not support the video element.
ଖୋର୍ଦ୍ଧା: ଜଙ୍କିଆଥାନା ନିକଟରୁ ନକଲି ଟାଟା DEF ଓ ପାଞ୍ଚ ଅଭିଯୁକ୍ତ ଗିରଫ
Khordha, Khordha | Aug 25, 2025
ନମ୍ବର ଜାତୀୟ ରାଜପଥ ର ଜଙ୍କିଆ ଥାନା ନିକଟରୁ ବିପୁଳ ପରିମାଣର ନକଲି ଟାଟା DEF ଜବତ ହୋଇଛି ଓ ପାଞ୍ଚ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି ପୋଲିସ । ଟାଟା କମ୍ପାନୀ ପକ୍ଷରୁ ଅଭିଯୋଗ ପରେ ଚାରୋଟି ଦୋକାନ ଉପରେ ପୋଲିସ ଓ କମ୍ପାନୀ ପକ୍ଷରୁ ଚଢାଉ ହୋଇଛି ।