Download Now Banner

This browser does not support the video element.

ଛତ୍ରପୁର: ଲାଞ୍ଜିପଲ୍ଲୀ ବାଇପାସ ଜାତୀୟ ରାଜପଥରେ 2 ଟ୍ଯାଙ୍କର ମଧ୍ୟରେ ଧକ୍କା, ବର୍ତ୍ତିଲେ ଡ୍ରାଇଭର

Chhatrapur, Ganjam | Aug 25, 2025
ବ୍ରହ୍ମପୁର ଲାଞ୍ଜିପଲ୍ଲୀ ବାଇପାସ ଜାତୀୟ ରାଜପଥରେ ଟ୍ଯାଙ୍କର କୁ ପିଟିହେଲା ଆଉ ଏକ ଟ୍ଯାଙ୍କର। ଦ୍ରୁତ ଗତିରେ ଆସୁଥିବା ଗୋଟିଏ ଟ୍ଯାଙ୍କର କୁ ପଛପଟୁ ଆଉ ଏକ ଟ୍ଯାଙ୍କର ପିଟିହୋଇଥିବା ସୂଚନା ମିଳିଛି ।ସୋମବାର ପୂର୍ବାହ୍ନରେ ଏଭଳି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର। ଉଭୟ ଟ୍ଯାଙ୍କର ଡ୍ରାଇଭର ସୁରକ୍ଷିତ ଥିବା ବେଳେ ଗୋଟିଏ ଟ୍ଯାଙ୍କର ର କିଛି ଅଂଶ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି।
Read More News
T & CPrivacy PolicyContact Us