This browser does not support the video element.
ସିମୁଳିଆ: ମଇତାପୁର ସ୍ଥିତ ଭାରତ ସେବାନିଧି ଉଚ୍ଚ ବିଦ୍ୟାଳୟ ର ବିଭିନ୍ନ ଅନିୟମିତତା ନେଇ ଶିକ୍ଷାଧିକାରୀ ଙ୍କ ତଦନ୍ତ,
Similia, Balasore | Aug 30, 2025
ସ୍କୁଲ ଭିତରେ ଚାଲିଛି ସିମୁଳିଆ ଗୋଷ୍ଠୀ ଶିକ୍ଷ୍ୟାଧିକାରୀଙ୍କ ତଦନ୍ତ ଆଉ ଏପଟେ ଗେଟରେ ପଡ଼ିଛି ତାଲା, ସିମୁଳିଆ ବ୍ଲକ ମଇତାପୁର ସ୍ଥିତ ଭାରତ ସେବାନିଧି ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷଙ୍କ ମନମୁଖୀ କାର୍ଯ୍ୟ, ବିଦ୍ୟାଳୟକୁ ଶିକ୍ଷକ, ଶିକ୍ଷୟିତ୍ରୀମାନେ ମନ ଇଛା ଆସିବା, ଅନେକ ସମୟରେ ଅଧିକାଂଶ ଶିକ୍ଷକ ବିଦ୍ୟାଳୟରେ ଅନୁପସ୍ଥିତ ରହିବା,ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ ଚାଉଳ ହଡ଼ପ, ପିଲାଙ୍କ ପାଇଁ ଆସୁଥିବା ମାଗଣା ପାଠ୍ୟ ପୁସ୍ତକ ବିକ୍ରି ଏବଂ ପ୍ରଧାନ ଶିକ୍ଷକ ଜଣକ ସ୍କୁଲର ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିବା ଆଦି ବିଭିନ୍ନ ଅନିୟମିତତା ନେଇ ବ୍ଲକ ଶିକ୍ଷାଧିକାରୀ ଙ୍କ ତଦନ୍ତ l