Download Now Banner

This browser does not support the video element.

ସୁକିନ୍ଦା: କଳିଙ୍ଗନଗର ସ୍ଥିତ ନିଳାଚଳ ପ୍ଲାଣ୍ଟ ପରିସରରେ ଅଘଟଣ ଘଟି ଯୁବକ ଶ୍ରମିକ ଆହତ

Sukinda, Jajpur | Sep 11, 2025
ଯାଜପୁର ଜିଲ୍ଲା କଳିଙ୍ଗନଗର ସ୍ଥିତ ନିଳାଚଳ ପ୍ଲାଣ୍ଟ ପରିସରରେ ଅଘଟଣ ଘଟି ବୋତଲଣ୍ଡା ଗ୍ରାମର ବାସିନ୍ଦା ଶ୍ରମିକ ଈଶ୍ୱର ଚନ୍ଦ୍ର ସ୍ୱାଇଁଙ୍କ ହାତରେ ଗଭୀର ଆଘାତ ଲାଗି ଆହତ ହୋଇଥିଲେ । ତାଙ୍କୁ କମ୍ପାନୀ କର୍ମଚାରୀ ମାନଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିବା ଗୁରୁବାର ଅପରାହ୍ନ 4 ଘଟିକା ସମୟରେ ଦେଖିବାକୁ ମିଳିଛି ।
Read More News
T & CPrivacy PolicyContact Us