Download Now Banner

This browser does not support the video element.

ମାଲକାନଗିରି: ପୂଜାରୀଗୁଡା ଗ୍ରାମ କୂପଲିଗୁଡା ସାହିର ନଳକୂପରୁ ମାଟି ମିଶ୍ରିତପାଣି ବାହାରୁଥିବାରୁ ନୂତନ ନଳକୂପ ଖନନନେଇ ପ୍ରତିକ୍ରିୟା ଦେଲେ ସାହି ବାସିନ୍ଦା

Malkangiri, Malkangiri | Sep 23, 2025
ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ପୋଡ଼ଘାଟ ପଞ୍ଚାୟତର ପୁଜାରୀଗୁଡା ଗ୍ରାମର (କୁପୁଲିଗୁଡା)ସାହିରେ ଥିବା ନଳକୂପରୁ ମାଟିଯୁକ୍ତ ପାଣି ବାହାରୁଥିବା ହେତୁ ତାହା ପାନୀୟ ଉପଯୋଗୀ ନୁହେଁ। ତେଣୁ ଏଠାକାର ସ୍ଥାନୀୟ ବାସିନ୍ଦା ଜଣେ ଏନେଇ ଆଜି ଦିନ ୩ଟାରେ ପ୍ରତିକ୍ରିୟା ଦେଇ ସରକାର ତଥା ସ୍ଥାନୀୟ ପ୍ରଶାସନ କୁ ଏକ ନୂତନ ନଳକୂପ ଖନନ ନିମନ୍ତେ ନିବେଦନ କରିଛନ୍ତି।
Read More News
T & CPrivacy PolicyContact Us