Download Now Banner

This browser does not support the video element.

ଜଗତସିଂହପୁର: ବାସଗୃହକୁ ରାସ୍ତା ନ ଥିବାର ଅଭିଯୋଗ ଆଣି ଭାରଗୋଳ ଗ୍ରାଁର ଦିଲ୍ଲୀପ ମଲ୍ଲିକ ରଖିଲେ ପ୍ରତିକ୍ରିୟା

Jagatsinghapur, Jagatsinghpur | Aug 28, 2025
ବାସଗୃହକୁ ରାସ୍ତା ନାହିଁ ,ଦୀର୍ଘ ୧୦ ବର୍ଷ ଧରି ପାଣି ,କାଦୁଅ ରାସ୍ତାରେ ଚାଲୁଛନ୍ତି ପୁରା ପରିବାର । ଏଭଳି ଅଭିଯୋଗ ଆଣି ଆଜି ମଧ୍ୟାହ୍ନ ୧୨ ଟା ସମୟରେ ପ୍ରତିକ୍ରିୟା ରଖିଲେ ତୀର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଆମ୍ବେରି ପଞ୍ଚାୟତର ଭାରଗୋଳ ଗ୍ରାମର ଦିଲ୍ଲୀପ ମଲ୍ଲିକ ।
Read More News
T & CPrivacy PolicyContact Us