Download Now Banner

This browser does not support the video element.

ଛତ୍ରପୁର: ଠକେଇ ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଭୁବନେଶ୍ବରରୁ ଗିରଫ କଲା ବ୍ରହ୍ମପୁର ସଦର ଥାନା ପୋଲିସ

Chhatrapur, Ganjam | Sep 5, 2025
ଠକେଇ ମାମଲାରେ ସମ୍ପୃକ ଥିବା ଜଣେ ଅଭିଯୁକ୍ତକୁ ଶୁକ୍ରବାର ଅପରାହ୍ନରେ ଭୁବନେଶ୍ୱରରୁ ଗିରଫ କରିଛି ବ୍ରହ୍ମପୁର ସଦର ଥାନା ପୁଲିସ ।ଗିରଫ ଅଭିଯୁକ୍ତ ଜଣକ ହେଲେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଚନ୍ଦ୍ରପ୍ରଭା ସାହି ଦ୍ୱିତୀୟ ଲାଇନର ପରେଶ ରଞ୍ଜନ ସାହୁ।
Read More News
T & CPrivacy PolicyContact Us