Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ବାଲେଶ୍ୱର ଫଟୋ, ଭିଡିଓ ଓ ମଲ୍ଟିମିଡ଼ିଆ ସଂଘର ବାର୍ଷିକ ଉତ୍ସବ ସେଲିବ୍ରେସନ୍ ମଣ୍ଡପରେ ଅନୁଷ୍ଠିତ, ଯୋଗଦେଲେ ୨ ବିଧାୟକ

Baleshwar M, Balasore | Aug 24, 2025
ବାଲେଶ୍ଵର ସେଲିବ୍ରେସନ୍ ମଣ୍ଡପରେ ଫଟୋ, ଭିଡିଓ ଏବଂ ମଲ୍ଟିମିଡ଼ିଆ ସଂଘ ପରିବାରର ନବମ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଦର ଓ ରେମୁଣା ବିଧାୟକ ଯୋଗଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ରବିବାର ରାତ୍ର ୯ଘଟିକାରେ ସମାପନ କରାଯାଇଥିଲା।
Read More News
T & CPrivacy PolicyContact Us