This browser does not support the video element.
ବାସୁଦେବପୁର: ବାଲିମେଦ ଛକ ନିକଟରେ ବାଇକ ଧକାରେ ଜଣେ ଗୁରୁତର, ମେଡିକାଲ ରେ ଭର୍ତି
Basudebpur, Bhadrak | Apr 13, 2024
ବାଲିମେଦ ଛକ ନିକଟରେ ବାଇକ ଧକାରେ ଜଣେ ଗୁରୁତର । ଗୁରୁତ୍ୱରଙ୍କୁ ଉଧାର କରି ବାସୁଦେବପୁର ମେଡିକାଲ ରେ ଭର୍ତି କଲେ ସ୍ଥାନୀୟଲୋକ । ଆଜି ରାତି 8ଟାରେ ବାଲିମେଦ ଛକ ନିକଟରେ ଦୁର୍ଘଟଣା ଘଟିଥିଲା । ଯୁବକ ଜଣକ ଯାଉଥିବା ସମୟରେ ଏକ ଦ୍ରୁତଗାମୀ ବାଇକ ତାଙ୍କୁ ଧକା ଦେଇ ପଳାଇ ଯାଇଥିଲା। ତାଙ୍କ ଡାହାଣ ଗୋଡ଼ରେ ଆଘାତ ଲାଗି ପ୍ରଚୁର ରକ୍ତଶ୍ରାବ ହେଇଥିଲା । ରକ୍ତାକ୍ତ ଅବସ୍ଥାରେ ସ୍ତଗନୀୟ ଲୋକେ ବାସୁଦେବପୁର ମେଡିକାଲ ରେ ଭର୍ତି କରିଥିଲେ । ଯୁବକ ଜଣକ ନିକଟସ୍ଥ ଅଂଚଳର ଦୀପକ ମହାନ୍ତି ବୋଲି ଜଣାପଡିଛି ।