This browser does not support the video element.
ସୁକିନ୍ଦା: ଶଗଡଗୁଳା ଅଞ୍ଚଳ ଜଙ୍ଗଲରେ ଜଙ୍ଗଲି ଦୁଇ ଦନ୍ତାହାତୀ ଦେଖି ସ୍ଥାନୀୟ ଲୋକ ଆତଙ୍କିତ
Sukinda, Jajpur | Sep 6, 2025
ଦାନଗଦି ବ୍ଲକ ଅନ୍ତର୍ଗତ ଶଗଡଗୁଳା ଅଞ୍ଚଳ ଜଙ୍ଗଲରେ ଜଙ୍ଗଲି ଦନ୍ତାହାତୀ ଚଳପ୍ରଚଳ କରୁଥିବା ଶନିବାର ଅପରାହ୍ନ 5 ଘଟିକା ସମୟରେ ଦେଖିବାକୁ ମିଳିଛି । ସୂଚନା ମୁତାବକ ଦାନଗଦି ବ୍ଲକ ଅନ୍ତର୍ଗତ ଶଗଡଗୁଳା ଅଞ୍ଚଳ ଜଙ୍ଗଲରେ ଜଙ୍ଗଲି ଦନ୍ତାହାତୀ ଚଳପ୍ରଚଳ କରିବା ସହିତ ସେ ଶାଳୀଜଙ୍ଗା ଆଡେ ଗତି କରୁଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକେ ଭୟବିତ୍ ଥିବା ବେଳେ ସ୍ଥାନୀୟ ବନ୍ ବିଭାଗର କର୍ମଚାରୀ ମାନେ ଜଙ୍ଗଲି ଦନ୍ତା ହାତୀଙ୍କୁ ଘଉଡ଼ାଇବା ପାଇଁ ଚେଷ୍ଟା ଜାରି ରଖିଥିବା ସୂଚନା ମିଳିଛି ।