Download Now Banner

This browser does not support the video element.

ସିମୁଳିଆ: ରାଇକୁଳା ଗ୍ରାମ ରେ କାଂଶବାଂଶ ନଦୀ ରେ ଭାସୀ ବୃଦ୍ଧା ନିଖୋଜ,

Similia, Balasore | Aug 24, 2025
କାଂଶବାଂଶ ନଦୀ ରେ ଭାସି ବୃଦ୍ଧା ନିଖୋଜ ଦମକଳ ବାହିନୀ ଦ୍ୱାରା ଖୋଜା ଆରମ୍ଭ l ଖଇରା ବ୍ଲକ ଅନ୍ତର୍ଗତ କୁରୁଣ୍ଟା ପଂଚାୟତ ରାଈକୁଳା ଗ୍ରାମ ର ବୃଦ୍ଧା ଶୁକୁଟି ମାଝୀ ଗତକାଲି ସଂନ୍ଧ୍ୟା ରେ ନଦୀ କୁ ସୌଚ ହେବାକୁ ଆସିଥିବା ବେଳେ ଆଉ ଫେରି ନଥିଲେ l ନଦୀ ର ପ୍ରଖର ଶ୍ରୋତ ରେ ଭାସୀ ଯାଇଥିବା ନେଇ ପରିବାର ଲୋକ ଆଜି ଦମକଳ ବାହିନୀ ଖବର ଦେଇଥିଲେ l ଆଜି ରବିବାର ଅପରାହ୍ନ 3 ଘଟିକା ପର୍ଯ୍ୟନ୍ତ ଦୁଇ ଟି ଦମକଳ ଟିମ ନଦୀ ରେ ଖୋଜିବାରେ ଲାଗିଥିବା ବେଳେ ଏପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିପାରିନାହିଁ l
Read More News
T & CPrivacy PolicyContact Us