This browser does not support the video element.
ପାଟକୁରା: ଚାନ୍ଦୋଳ ଅଞ୍ଚଳରେ କାଉ ମଡକ, କାରଣ ଅସ୍ପଷ୍ଟ
Patkura, Kendrapara | Apr 18, 2024
ପାଟକୁରା ନିର୍ବାଚନ ମଣ୍ଡଳୀର ଚାନ୍ଦୋଳ ଅଞ୍ଚଳର ବିଭିନ୍ନ ସ୍ଥାନରେ ବୁଧବାର ଦିନ ୧ଟା ସମୟରେ କାଉ ମଡକ ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ କାଉ ମରି ପଡିଥିବାର ଦେଖିବାକୁ ମିଳିଛି। ଏହାର କାରଣ ଅସ୍ପଷ୍ଟ ରହିଥିବା ସୂଚନା ରହିଛି।