This browser does not support the video element.
ଧର୍ମଗଡ: ଚିଲିଚିଲା ଗାଁ ପରିଦର୍ଶନ କଲେ ଧର୍ମଗଡ ବିଡ଼ିଓ ତଦାରଖ କଲେ ଆବାସ ଘର
Dharamgarh, Kalahandi | Sep 5, 2025
ଧର୍ମଗଡ ବ୍ଲକ ଚିଲିଚିଲା ଗାଁ କୁ ଶୁକ୍ରବାର ସକାଳ ୧୧ ଟା ରେ ଧର୍ମଗଡ ବିଡ଼ିଓ ସଦାଶିବ ନାୟକ ପରିଦର୍ଶନ କରିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଘର, ଅନ୍ତଦ୍ବୟ ଗୃହ ଯୋଜନା ରେ ହିତାଧିକାରୀଙ୍କୁ ଘର ମିଳିଛି ହେଲେ କିଛି ହିତାଧିକାରୀ ଘର ଗୁଡିକ ଅସମ୍ପୂର୍ଣ୍ଣ କରିଥିବା ବେଳେ ହିତାଧିକାରୀ ମାନଙ୍କ ନିକଟକୁ ଯାଇ ଅସମ୍ପୂର୍ଣ୍ଣ ଘର ଗୁଡିକୁ କୁ ସମ୍ପୂର୍ଣ୍ଣ କରିବା ପାଇଁ ନିର୍ଦେଶ ଦେଇଥିଲେ।