Install App
mohantydebajyoti31
This browser does not support the video element.
ଜଗତସିଂହପୁର: ଜିଲ୍ଲା ଅବକାରୀ ବିଭାଗ ର ମୋବାଇଲି ଟିମ ପକ୍ଷରୁ ଜାମୁଗାଁ ଗ୍ରାମରେ ଚଢ଼ାଉ ବିପୁଳ ପରିମାଣରେ ଚୋରା ଦେଶୀ ମଦ ଜବତ ବେପାରୀ ଫେରାର
Jagatsinghapur, Jagatsinghpur | Aug 11, 2025
ଜିଲ୍ଲା ଅବକାରୀ ବିଭାଗ ର ମୋବାଇଲି ଟିମ ପକ୍ଷରୁ ଜାମୁଗାଁ ଗ୍ରାମରେ ଚଢ଼ାଉ ବିପୁଳ ପରିମାଣରେ ଚୋରା ଦେଶୀ ମଦ ଜବତ ବେପାରୀ ଫେରାର l ସୂଚନା ମୁତାବକ ଆଜି ଜିଲ୍ଲା ଅବକାରୀ ବିଭାଗ ର ଗୋଟେ ଟିମ ଜାମୁଗାଁ ଗ୍ରାମର ପ୍ରଶାନ୍ତ ସାହୁ ଙ୍କ ଘରେ ଚଢ଼ାଉ କରି ଏକ କାର ମଧ୍ୟରୁ 21 ପେଟିରୁ ଉର୍ଦ୍ଧ ଦେଶୀ ମଦ ଜବତ କରିବା ସହିତ ଏକ ବସ୍ତା ବିଦେଶୀ ମଦ ମଧ୍ୟ ଜବତ କରିଛି ପୋଲିସ l
Share
Read More News
T & C
Privacy Policy
Contact Us
Your browser does not support JavaScript!