This browser does not support the video element.
ସୁକିନ୍ଦା: ଟୋଲକାନୀସ୍ଥିତ ଝାଡ଼େଶ୍ଵର ମହାବିଦ୍ୟାଳୟରେ କର୍ମଚାରୀଙ୍କ ଧର୍ମଘଟ
Sukinda, Jajpur | Aug 26, 2025
କର୍ମଚାରୀ ସଂଘ ଡାକରାରେ ଚାଲିଥିବା ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନରେ ଦାନଗଦୀ ବ୍ଲକ୍ ଟୋଲକାନୀସ୍ଥିତ ଝାଡ଼େଶ୍ଵର ମହାବିଦ୍ୟାଳୟର କର୍ମଚାରୀ ସାମିଲ୍ ହୋଇଥିବା ମଙ୍ଗଳବାର ଦିବା 2 ଘଟିକା ସମୟରେ ଦେଖିବାକୁ ମିଳିଛି । ୨୦୦୮ ମସିହାଠାରୁ ୨୦୧୮ ମସିହା ପର୍ଯ୍ୟନ୍ତ ଜିଆଇଏ ଦାବି ପୂରଣ ସହ ଅନ୍ୟାନ୍ୟ ଦାବି ଗୁଡ଼ିକ ସରକାର ପୂରଣ ନକଲା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି ଆନ୍ଦୋଳନରେ ସାମିଲ ଥିବା ଶିକ୍ଷକଙ୍କ ପକ୍ଷରୁ ସୂଚନା ମିଳିଛି ।