This browser does not support the video element.
କରଞ୍ଜିଆ: ଗୁଡଙ୍ଗ ଠାରେ ଠାରେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ ଅନୁଷ୍ଠିତ, ସାଂସଦ ଙ୍କ ଯୋଗଦାନ
Karanjia, Mayurbhanj | May 25, 2025
ରବିବାର ଦିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୨୨ତମ "ମନ୍ କି ବାତ୍" କାର୍ଯ୍ୟକ୍ରମକୁ ଏଲଇଡି ସ୍କ୍ରିନ ମାଧ୍ୟମରେ ଗୁଡଙ୍ଗ ଠାରେ ପ୍ରଦର୍ଶିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ବିଜେପି ରାଜ୍ୟ ସମ୍ପାଦକ ଶ୍ରୀ ନବିନ ରାମ ଉପସ୍ଥିତ ଥିଲେ କାର୍ଯ୍ୟକ୍ରମ ପରେ ଦିବା 2 ଘଟିକା ସମୟରେ ହିତାଧିକାରୀ ଙ୍କୁ ଆୟୁଷ୍ମାନ ଭାରତ କାର୍ଡ ବଣ୍ଟନ କରାଯାଇଥିଲା।