This browser does not support the video element.
ବାରିପଦା ମ୍ୟୁନିସିପାଲଟି: ଭୂଆସୁଣୀ ଗ୍ରାମରେ ବାର୍ଷିକ ଫୂଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ; ଯୋଗଦେଲେ ପୂର୍ବତନ ମନ୍ତ୍ରୀ
Baripada M, Mayurbhanj | Sep 1, 2025
ସୋମବାର ଅପରାହ୍ନ ପ୍ରାୟ ୫ ଟାରେ ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ବ୍ଲକ ଅନ୍ତର୍ଗତ ଭୂଆସୁଣୀ ଗ୍ରାମ ପଞ୍ଚାୟତ ସ୍ଥିତ ଭୂଆସୁଣୀ ଗ୍ରାମରେ ଶିମିଳିପାଳ ଜୁନିୟର ଟାଇଗର କ୍ଲବ ଆନୁକୂଲ୍ୟରେ ବାର୍ଷିକ ଫୂଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁର୍ବତନ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ଯୋଗ ଦେଇଥିବା ବେଳେ ସମସ୍ତ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିବା ନେଇ ସୂଚନା ମିଳିଛି।