Download Now Banner

This browser does not support the video element.

ଅନୁଗୋଳ: ପୁଣି ଖୋଲିଲା ରେଙ୍ଗାଳି ଡ୍ୟାମର ଗୋଟିଏ ଗେଟ୍

Anugul, Angul | Aug 23, 2025
ଶନିବାର ସକାଳ ୧୧ ଘଟିକା ସମୟରେ ଖୋଲିଲା ଏ ବର୍ଷର ତୃତୀୟ ଥର ରେଙ୍ଗାଳି ଜଳଭଣ୍ଡାରର ଜଳ ସ୍ତର ନିଷ୍କାସନ ଫାଟକ । ଅନୁଗୁଳ ଜିଲ୍ଲାରେ ଥିବା ଓଡିଶାର ଦ୍ଵିତୀୟ ବୃହତ୍ ଜଳଭଣ୍ଡାର ରେଙ୍ଗାଳି ଜଳଭଣ୍ଡାର ଉପର ମୁଣ୍ଡରେ ବର୍ଷା ଯୋଗୁଁ ବ୍ରାହ୍ମଣୀ ନଦୀର ଜଳ ସ୍ତର ଅତ୍ୟଧିକ ବୃଦ୍ଧି ପାଇବାରେ ଲାଗିଛି । ରେଙ୍ଗାଳି ଜଳଭଣ୍ଡାର ଅଧିକ୍ଷଣ ଯନ୍ତ୍ରୀ ସୌମେନ୍ଦ୍ର ନାରାୟଣ ବେହେରାଙ୍କ ସୂଚନା ଦେଇଛନ୍ତି ।
Read More News
T & CPrivacy PolicyContact Us