Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲା ବିଜେଡି ପକ୍ଷରୁ ୪ ଟି ପ୍ରମୁଖ ପ୍ରସଙ୍ଗ ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ବିଜେଡି ନେତା

Baleshwar M, Balasore | Aug 22, 2025
ଆଜି ଦିନ ଗୋଟାଏ ବେଳେ ଜିଲ୍ଲାର ୪ ଟି ମୁଖ୍ୟ ପ୍ରସଙ୍ଗ ନେଇ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଏକ ଟିମ୍ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଥିଲେ।୪ ଟି ପ୍ରସଙ୍ଗ ମଧ୍ୟରେ ବିରଳା ଟାୟାର୍ସ ସମସ୍ୟା ର ସମାଧାନ, ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସିଟି ହସ୍ପିଟାଲ ରେ ପରିଣତ କରିବା,ମହୁରଳ ସଂଘ ଆନ୍ଦୋଳନ ପାଇଁ ରେଜିଷ୍ଟ୍ରେସନ୍ ଲାଗି ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି,ଏହାର ତୁରନ୍ତ ସମାଧାନ କରାଯିବା,ରେମୁଣା NAC ର ସମସ୍ୟାର ସମାଧାନ କରିବା ଓ ଖଇରା,ବାଲିଆପାଳ କୁ NAC ଘୋଷଣା କରିବା ନେଇ ଆଲୋଚନା କରିଥିଲେ।
Read More News
T & CPrivacy PolicyContact Us