This browser does not support the video element.
କୋଟପାଡ: ବୋରିଗୁମ୍ମା ବ୍ଲକର ବିଭିନ୍ନ ପଞ୍ଚାୟତ ପରିସରରେ ବିକାଶ ବାହନ ରଥର ଶୁଭ ଉଦଘାଟନ
Kotpad, Koraput | Jun 17, 2025
ଆଜି ବୋରିଗୁମ୍ମା ବ୍ଲକର ବଡ଼ିଗାଁ. କାମତା. ମୁଞ୍ଚା. ବିଜା ପୁର ପଞ୍ଚାୟତ ରେ ନାଜଗିତ ଫୁଲ ଦୀପ ଲଗାଇ ବିକାଶ ବାହନ ରଥକୁ ଗ୍ରାମବାସୀ ସ୍ୱାଗତ ଜଣାଇଥିଲେ l ରାଜ୍ୟ ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକାଶ ବାହନ ଯାତ୍ରା ଅବସରରେ ଗରିବ ହିତାଧିକାରୀଙ୍କୁ ଅନ୍ତଦୟ ଆବାସ ୟୋଜନା.ପ୍ରଦାନ କରିବା ସହ.ଜଙ୍ଗଲ ଜମି ପଟ୍ଟା.ଖାଉଟି କାର୍ଡ.ଦିବ୍ୟଙ୍ଗୋ ପ୍ରମାଣ ପତ୍ର.ଶ୍ରମୋକାର୍ଡ ବଣ୍ଟନ.କରାଯାଇଛି ଏହି କାର୍ଯ୍ୟକ୍ରମରେ ବୋରିଗୁମ୍ମା ଗୋଷ୍ଠି ଉନ୍ନୟନ ଅଧିକାରୀ ସୁକାନ୍ତ ପଟନାୟକ ବ୍ଲକ ଅଦକ୍ଷା ଦୀପ୍ତି ମୟୀ ନାୟକ. ସମିତି ସଭ୍ୟ ଭାଗିରଥି ମୁଦୁଲି. ପ୍ରମୁଖ ଉପସ୍ଥିତ ଥିଲେ