Download Now Banner

This browser does not support the video element.

ଫୁଲବାଣୀ ସହର: କନ୍ଧମାଳ ଜିଲ୍ଲାର ଜଳ ଯୋଗାଣ ବିକାଶ ଉପରେ ସାଂସଦ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଙ୍କୁ ଭେଟି ଦିଲ୍ଲୀ ରେ ଆଲୋଚନା କଲେ.

Phulabani Town, Kandhamal | Sep 3, 2025
କନ୍ଧମାଳ ଜିଲ୍ଲାର ଜଳ ଯୋଗାଣ ଉପରେ ସାଂସଦ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଙ୍କୁ ଭେଟି ଦିଲ୍ଲୀ ରେ ଆଲୋଚନା କଲେ. ଜିଲ୍ଲାର ବିଭିନ୍ନ ସମସ୍ୟା କିପରି ବିକାଶ ହୋଇପାରିବ ସେ ଉପରେ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ମନ୍ତ୍ରି ସି ଆର ପାଟିଲ ଙ୍କୁ ଭେଟି ଏକ ପତ୍ର ପ୍ରଦାନ କରିଛନ୍ତି.
Read More News
T & CPrivacy PolicyContact Us