Download Now Banner

This browser does not support the video element.

ଜୟପୁର: ଜୟପୁର ଏୟାର ପୋର୍ଟ ରେ ପହଁଚିଲେ ଓଡିଶା ରାଜ୍ୟପାଳ ହରିବାବୁ କମ୍ଭମପତି, ଦିଆଗଲା ଗାର୍ଡ ଅଫ ଅନର

Jeypore, Koraput | Sep 8, 2025
କୋରାପୁଟ ଜିଲା  ୪ ଦିନିଆ ଗସ୍ତରେ ଆସିଛନ୍ତି  ଓଡିଶା ରାଜ୍ୟପାଳ ହରିବାବୁ କମ୍ଭମପତି । ଜୟପୁର ଏୟାରପୋର୍ଟ ରେ ଆଜି  ଦିନ 11ଟା 30 ମିନିଟ ସମୟରେ  ପହଞ୍ଚିବା ପରେ ଗାର୍ଡ ଅଫ  ଅନର ଦିଆଯାଇଛି । ଏଠାରେ ଜିଲାପାଳ ମନୋଜ ସତ୍ୟବାନ ମହାଜନ ଙ୍କ ସହ ପ୍ରଶାସନିକ ଅଧିକାରି    ଉପସ୍ଥିତ ରହି ସ୍ୱଗତ କରିଥିଲେ । ଜୟପୁର ଏୟାର ାପର୍ଟରୁ କୋରାପୁଟ ଗସ୍ତ କରିଥିଲେ ।
Read More News
T & CPrivacy PolicyContact Us