Download Now Banner

This browser does not support the video element.

ବସ୍ତା: ରତାଇ ଗ୍ରାମ ଏବଂ ବଜାର ରେ ଜବର ଦଖଲ ଉଚ୍ଛେଦ ପାଇଁ ଗ୍ରାମବାସୀଙ୍କ ଦାବୀ, ଆନ୍ଦୋଳନ ପାଇଁ ଚେତାବନୀ

Basta, Balasore | Aug 31, 2025
ସରକାରୀ ଜାଗା, ଗ୍ରାମ୍ୟଜଙ୍ଗଲ, ଗୋଚର, ଶ୍ମଶାନରୁ ଜବରଦଖଲ ଉଚ୍ଛେଦ ପାଇଁ ରାଜସ୍ବ ବିଭାଗର ତତ୍ପରତା ପ୍ରକାଶ ପାଇଥିବା ବେଳେ ବାଲିଆପାଳ ବ୍ଲକ ଅନ୍ତର୍ଗତ ରତାଇ ପଞ୍ଚାୟତର ଗାଁ ଏବଂ ବଜାର ଠାରେ ପ୍ରାୟ ତେର ଏକର ସରକାରୀ ଜାଗାକୁ ଉକ୍ତ ଅଞ୍ଚଳର କିଛି ମୁଷ୍ଟି ମେୟ ଲୋକ ଜବରଦଖଲ କରି ବାସଗୃହ, ଦୋକାନ,ସମିଲ ନିର୍ମାଣ କରି ଭଡା ସୁତ୍ରରେ ଲଗାଇ ମୋଟା ଅଙ୍କରେ ଅର୍ଥ ଆଦାୟ କରି ମାଲେମାଳ ହେଉଛନ୍ତି। ଫଳରେ ଜାଗା ସଙ୍କୁଚିତ ହେଉଛି ।ଗାଈଗୋରୁ ଚରିବା, ପିଲାମାନଙ୍କ ଖେଳକୁଦ,ଶବ ଦାହ ପୃଭୂତି କାର୍ଯ୍ୟରେ ସମସ୍ୟା ଉପୁଜୁଛି। ଆଜି ଚେତାବନୀ ଦେଇଛନ୍ତି
Read More News
T & CPrivacy PolicyContact Us