Download Now Banner

This browser does not support the video element.

ଜୁନାଗଡ: ବଳଦିଆମାଳ ସ୍କୁଲରେ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଘଟଣା ରେ ପ୍ରଧାନ ଶିକ୍ଷକ ଙ୍କୁ କୋର୍ଟ ଚାଲାଣ କଲା ଜୁନାଗଡ଼ ପୋଲିସ

Junagarh, Kalahandi | Sep 3, 2025
ଜୁନାଗଡ଼ ବ୍ଲକ ବଳଦିଆମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୁଳେନ୍ଦ୍ର ମେହେର ସ୍କୁଲର କିଛି ଛାତ୍ରୀଙ୍କୁ ଅସଦାଚରଣ କରୁଥିବା ଓ ବିଭିନ୍ନ ସମୟରେ ତାଙ୍କୁ ସ୍ପର୍ଶ କରୁଥିବା ଅଭିଯୋଗ ହୋଇଥିଲା ବେଳେ ଜୁନାଗଡ଼ ଥାନା କେଶ ନମ୍ବର ୫୭୭/୨୫ ରେ ଏକ ମାମଲା ରୁଜୁ କରି ବୁଧବାର ଅପରାହ୍ନ ୪ ଟା ରେ ଅଭିଯୁକ୍ତ ଶିକ୍ଷକ ଦୁଲେନ୍ଦ୍ର ମେହେର କୁ ପୋଲିସ ପୋକଶୋ ଆକ୍ଟ ସମେତ ବିଭିନ୍ନ ଆକ୍ଟ ଲଗାଇ କୋର୍ଟ ଚାଲାଣ କରିଥିଲେ।
Read More News
T & CPrivacy PolicyContact Us