Download Now Banner

This browser does not support the video element.

ଢେଙ୍କାନାଳ ସଦର: ଢେଙ୍କାନାଳ ସହର ବାସୀ ଧୁମଧାମରେ ଗଣପତି ବାବାଙ୍କୁ ବିଦାୟ ଦେଉଛନ୍ତି

Dhenkanal Sadar, Dhenkanal | Sep 3, 2025
ଢେଙ୍କାନାଳ ସହରରେ ୪୦ଟି ମଣ୍ଡପରେ ବାବା ଗଣପତିଙ୍କ ପୂଜା ଗତ ୨୭ ତାରିଖରୁ ଆରମ୍ଭ ହୋଇ ୨ ତାରିଖ ଦିନ ଶେଷ ହୋଇଥିଲା । ପୂର୍ବ ନିଷ୍ପତି ଅନୁଜାୟୀ ୩ତାରିଖ ଦିନ ମିଳିତ ଭଷାଣୀ ଉତ୍ସବ ଧୁମଧାମରେ ପାଳିତ ହେଉଛି। ଚଳିତ ବର୍ଷ ଭାଷାଣୀରେ DJ ମନା ପୋଗୁଁ ବ୍ୟାଣ୍ଡ ପାଟି ସହିତ ଅନ୍ୟାନ୍ୟ ବାଦ୍ୟଯନ୍ତ୍ରରେ ସହର କମ୍ପି ଉଠୁଛି । ଦିନ ତମାମ ବର୍ଷା ଅସରାକୁ ଅସରା ଦେଉଥିଲେ ମଧ୍ୟ ଯୁବକମାନଙ୍କର ରଙ୍ଗୀନ ନାଚ ଉପରେ କିଛି ପ୍ରଭାବ ପକାଇ ପାରୁନାହିଁ। ବ୍ୟାପକ ପୋଲିସ ମୃତୟନ ବେଳେ ଶାନ୍ତିଶୃଙ୍ଖଳାର ସହିତ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଭାଷାଣୀ କାର୍ଯ୍ୟ ଚାଲିଥିଲା ।
Read More News
T & CPrivacy PolicyContact Us