Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଚାନ୍ଦବାଲି କାଳୀ ମନ୍ଦିର ଠାରୁ କନ୍ଧାରାସ୍ତା ପାଲଟିଛି ମରଣଯନ୍ତା ମତପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା।

Bhadrak Rural, Bhadrak | Aug 23, 2025
ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନ ଏସି ର କାଳୀ ମନ୍ଦିର ଠାରୁ କନ୍ଧାରାସ୍ତା ଅବସ୍ଥା ବେହାଲ, କେଉଁଠି ଆଣ୍ଠୁଏ ଖାଲ ତ କେଉଁଠି ନାଳ, ନାହିଁ ନଥିବା ଅବସ୍ଥା।ପ୍ରାୟ ଦୁଇ ରୁ ତିନି ବର୍ଷ ହେବ ରାସ୍ତା ର ଟେଣ୍ଡର ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଉନାହିଁ ରାସ୍ତା। ନୂତନ ସରକାର ଲୋକ ଙ୍କ ସରକାର କେବେ ବୁଝିବେ ଲୋକଙ୍କ ଦୁଃଖ ଦେଖିବାକୁ ବାକି ରହିଲା। ଆଜି ଦିନ ୪ ଘଟିକା ସମୟରେ ଦେଖିବାକୁ ମିଳିଛି ଦୃଶ୍ୟ।ବର୍ଷା ଅଧିକାରୀ ଙ୍କ ମତ ମିଳିପାରିନାହିଁ।
Read More News
T & CPrivacy PolicyContact Us