This browser does not support the video element.
ଢେଙ୍କାନାଳ ସଦର: ବାଜିଚୌକଠାରୁ କଂଗ୍ରେସର ସମ୍ବିଧାନ ବଞ୍ଚାଅ ପଦଯାତ୍ରା
Dhenkanal Sadar, Dhenkanal | Jun 27, 2025
ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ "ସମ୍ବିଧାନ ବଞ୍ଚାଅ ପଦଯାତ୍ରା" କାର୍ଯ୍ୟକ୍ରମ ଜାରି ରହିଛି ଏବଂ ଏହାସହିତ ଏ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ନିମନ୍ତେ ପ୍ରତ୍ୟେକ ଘରେ ଏହି ବାର୍ତ୍ତା ପହଞ୍ଚାଇବା ନିମନ୍ତେ କଂଗ୍ରେସ କର୍ମୀମାନେ ପ୍ରଚାରପତ୍ର ବଣ୍ଟନ କରିବା ଯୋଜନା ରହିଅଛି । ଏହି କ୍ରମରେ ଆଜି ଜିଲ୍ଲା କଂଗ୍ରେସ ସଭାପତି ସୁନୀଲ ଦାଶଙ୍କ ନେତୃତ୍ୱରେ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସ୍ଥାନୀୟ ଵାଜିଚୌକ ଛକରେ ସହୀଦ ବାଜି ରାଉତଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ବାହାରିଥିଲେ ।