This browser does not support the video element.
ରାଉରକେଲା ମ୍ୟୁନିସିପାଲଟି: ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟର ସଚିବ ଶ୍ରୀ ସନ୍ଦୀପ ପୌଣ୍ଡ୍ରିକ୍ ଙ୍କ ଦୁଇ ଦିନିଆ ଆରଏସ୍ପି ଗସ୍ତ
Raurkela M, Sundargarh | Aug 30, 2024
ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟର ସଚିବ ଶ୍ରୀ ସନ୍ଦୀପ ପୌଣ୍ଡ୍ରିକ୍ ଙ୍କ ଦୁଇ ଦିନିଆ ଆରଏସ୍ପି ଗସ୍ତ ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟର ସଚିବ ଶ୍ରୀ ସନ୍ଦୀପ ପୌଣ୍ଡ୍ରିକ୍, ଆଇଏଏସ୍, ଏକ ଦୁଇ ଦିନିଆ ରାଉରକେଲା ଇସ୍ପାତ କାରଖାନା ଗସ୍ତରେ ଆସି ଅଗଷ୍ଟ ୩୦ ତାରିଖ ପୂର୍ବାହ୍ନ ୧୦ଟା ସମୟରେ ରାଉରକେଲାରେ ପହଞ୍ଚିଛନ୍ତି। ତାଙ୍କ ସହିତ ସେଲ ଅଧ୍ୟକ୍ଷ ଶ୍ରୀ ଅମରେନ୍ଦୁ ପ୍ରକାଶ, ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଡକ୍ଟର ସଞ୍ଜୟ ରୟ ଏହି ଗସ୍ତରେ ଆସିଛନ୍ତି। ସମ୍ମାନିତ ଅତିଥିଙ୍କ ସହ ଆରଏସପିର ଭାରପ୍ରାପ୍ତ ନିର୍ଦ୍ଦେଶକ ଶ୍ରୀ ଅତନୁ ଭୌମିକ ମଧ୍ୟ ପହଞ୍ଚିଥିଲେ।