Install App
parikhita02
This browser does not support the video element.
ଆଠମଲ୍ଲିକ: ଭୁଜାଲି ଦେଖାଇ 2 ଟା ଛେଳି ନେଇ ଗଲେ ଦୁର୍ବୁତ୍ତ ଅନୁଗୋଳ ଜିଲ୍ଲା ଠାକୁର ଗଡ଼ ଥାନା ର ପାଇକସାହି - ସାନହୁଲା ରାସ୍ତା ରେ ଗୁରୁବାର ଦିନ ଅପରାହ
Athmallik, Angul | Sep 4, 2025
1 ଟା ରେ ଭୁଜାଲି ଦେଖାଇ ବନ୍ତୁଲ ନିକଟ ରେ ଦୁଇଟି ଛେଳି ଏକ କାର ଯୋଗେ ଦୁର୍ବୁତ୍ତ ମାନେ ନେଇ ଯାଇଥିବା ଜଣା ପଡିଛି l ବିଶେଷ କରି ଏହି ଘଟଣା କୁ ନେଇ ଅଞ୍ଚଳ ରେ ଭୟ ଭିତ ଦେଖା ଦେଇଛି l ଘଟଣା ରୁ ଜଣା ପଡିଛି ଜେ ବନ୍ତୁଲ ଗ୍ରାମର ଚନ୍ଦ୍ର ମଣି ସାହୁ ନିକଟରେ ବାୟାଣୀ ପିଢ ଥିବା ଜଙ୍ଗଲ କୁ ଛେଳି ଚରାଉଥିଲେ l ଅପରାହ୍ନ ସମୟ ରେ ବର୍ଷା ହେବା ଯୋଗୁଁ ସେ ଚରାଉ ଥିବା 15 ଟି ଛେଳି ଘର କୁ ଆଣୁ ଥିବା ବେଳେ ପାଇକ ସାହି ରୁ ବଇଣ୍ଡା ଅଭିମୁଖେ ଆ
Share
Read More News
T & C
Privacy Policy
Contact Us
Your browser does not support JavaScript!