Download Now Banner

This browser does not support the video element.

ଛତ୍ରପୁର: ପୁଣି MKCG ମେଡିକାଲ୍‌ରେ ରାଗିଂ ଅଭିଯୋଗ, ଆଜି ବସିବ ଆଣ୍ଟି ରାଗିଂ ସେଲ୍‌ ବୈଠକ

Chhatrapur, Ganjam | Sep 2, 2025
ବ୍ରହ୍ମପୁର MKCG ମେଡିକାଲ୍‌ର ପୁଣି ରାଗିଂ ଅଭିଯୋଗ। ଦ୍ଵିତୀୟ ବର୍ଷ MBBS ଛାତ୍ରଙ୍କୁ କିଛି ସିନିୟର୍ ଛାତ୍ରଙ୍କ ରାଗିଂ ଅଭିଯୋଗ ଜେନେରାଲ ବଡି ମିଟିଂ ନାମରେ ଡାକି ଘଣ୍ଟା ଘଣ୍ଟା ଧରି ଠିଆ କରାଉଛନ୍ତି ପ୍ରତିବାଦ କଲେ, ଆଣ୍ଠେଇ ବସିବାକୁ ବାଧ୍ୟ କରୁଛନ୍ତି। ଅଗଷ୍ଟ ୧୮ରେ ଏଭଳି ଛାତ୍ରଙ୍କୁ ଡାକି ଦେଇଥିଲେ ଶାରିରୀକ ଓ ମାନସିକ ନିର୍ଯାତନା। ଆଜି ଆଣ୍ଟି ରାଗିଂ ସେଲ ବୈଠକ ବସିବା ନେଇ ମଂଗଳବାର ପୂର୍ବାହ୍ନରେ ସୂଚନା ଦେଇଛନ୍ତି ଡିନ୍।
Read More News
T & CPrivacy PolicyContact Us