This browser does not support the video element.
ଉମରକୋଟ: ଗାଁ ମଶାଣି କୁ ନାହିଁ ରାସ୍ତା, ଧାନ ଜମି ଭିତରେ ଅଣ୍ଟାଏ ପାଣିରେ ଯାଉଛି କୋକେଇ।
Umarkote, Nabarangpur | Oct 7, 2025
ଗାଁ ରେ ମଶାଣି ଅଛି ହେଲେ ମଶାଣି କୁ ନାହିଁ ରାସ୍ତା । ଲୋକ ବାଧ୍ୟ ନିଜ ପରିଜନଙ୍କ ମୃତଦେହ କୁ ପାଣି କାଦୁଆ ରେ ଧନ ଜମି ଭିତର ଦେ ମୃତ ଦେହ ନେବାକୁ ପଡ଼ୁଛି । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଚିକଲପଦର ଗ୍ରାମ ପଞ୍ଚାୟତ ର ଅଧିକରୀଗୁଡ଼ା ଆଦିବାସି ସାହି ଗ୍ରାମରେ । ଏହି ଗ୍ରାମ ରେ ଶବ ସଂସ୍କାର ପାଇଁ ମଶାଣି ଅଛି, ହେଲେ ମଶାଣି କୁ ପହଞ୍ଚିବାକୁ ନାହିଁ ରାସ୍ତା । ଲୋକେ ବାଧ୍ୟ ହୋଇ କୋକେଇ ଧରି ଧାନ ଜମି ମଧ୍ୟରେ ଅଣ୍ଟାଏ ପାଣି ଦେଇ ଶ୍ମଶାନ କୁ ଯାଉଛନ୍ତି ର