Download Now Banner

This browser does not support the video element.

ସୋନପୁର: ସୁବଳୟା ସହରର ରେ ବଡ ଧୁମ ଧାମରେ ପାଳନ ହୋଇଛି,ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣ ପର୍ବ ନୁଆଁ ଖାଇ

Sonapur, Subarnapur (Sonepur) | Aug 28, 2025
ସୁବଳୟା ସହରର ରେ ବଡ ଧୁମ ଧାମରେ ପାଳନ ହୋଇଛି,ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣ ପର୍ବ ନୁଆଁ ଖାଇ l ସୂଚନା ଅନୁସାରେ ଆଜି ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ମହାନ ଗଣ ପର୍ବ ପାଇଁ ଗାଁଠୁ ସହର ଚଳଚଞ୍ଚଳ ହୋଇ ଉଠିଥିବା ବେଳେ, ବଡ ଧୁମ ଧାମରେ ଜିଲ୍ଲାର ସୁବଳୟା ସହରର ଧନିଠୁ ଗରିବ ସମସ୍ତଙ୍କ ଘରେ ପାଳନ ହୋଇଛି ଏହି ପର୍ବ l ସହର ର ପ୍ରତ୍ୟେକ ଘରେ ପରିବାର ର ମୁଖ୍ୟ ମାନେ ନିଜ ନିଜ ଇଷ୍ଟ ଦେବୀଙ୍କ ପୂଜାର୍ଚନା ପୂର୍ବକ ନବାର୍ଣ୍ଣ ଲାଗି କରି ପରିବାର ର ସମସ୍ତ ସଦସ୍ୟଙ୍କୁ ନବାର୍ଣ୍ଣ ପ୍ରଦାନ କରିଥାନ୍ତି ଏବଂ ସମସ୍ତ ସଦସ୍ୟ ଏକତ୍ର ବସି 6 ତିଅଣ ଏବଂ 9 ଭଜାରେ ନୁଆଁ ଖାଇଥାନ୍ତି l
Read More News
T & CPrivacy PolicyContact Us