Download Now Banner

This browser does not support the video element.

ବସ୍ତା: ଜାମକୁଣ୍ଡା ଅଞ୍ଚଳ ରେ ବନ୍ୟା ପାଣି ପ୍ରବେଶ, ଲୋକେ ଭୟବିତ

Basta, Balasore | Aug 24, 2025
ପୂଣି ସୁବର୍ଣ୍ଣରେଖା ନଦୀରେ ବନ୍ଯା, ବିପଦ ସଙ୍କେତ ଅତିକ୍ରମ କରି ବଢୁଛି ସୁବର୍ଣ୍ଣରେଖା ନଦୀ ର ଜଳସ୍ତର, ନଦୀ ର ଉପରମୁଣ୍ତ ଗାଲୁଡିହି ବ୍ଯାରେଜ ରୁ ପାଣି ଛଡା ଯିବା ଯୋଗୁଂ ଫୁଲୁଛି ନଦୀ, ରାଜଘାଟ ଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି, ଯାହା ଫଳରେ ଜାମକୁଣ୍ଡା ଅଂଚଳ ରେ ଆଜି ବନ୍ୟା ପାଣି ପ୍ରବେଶ ହୋଇଥିବା ଦେଖିବାକୁ ମିଳିଛି
Read More News
T & CPrivacy PolicyContact Us