This browser does not support the video element.
ମାଲକାନଗିରି: ଉତ୍କଳ ସାମ୍ବାଦିକ ସଂଘରେ ଓ ନେତାଜି ସୁବାଷବୋଷ କ୍ଳବ ପକ୍ଷରୁ ଅଗଷ୍ଟ କ୍ରାନ୍ତି ସ୍ମାରକୀକୁ ସ୍ୱାଗତ ପରେ ମତ ରଖିଲେ ଇରମ ସଭାପତି
Malkangiri, Malkangiri | Aug 22, 2025
ଉତ୍କଳ ସାମ୍ବାଦିକ ସଂଘ ଓ ନେତାଜି ସୁବାଷବୋଷ ଟାଉନ କ୍ଳବ ପକ୍ଷରୁ ଅଗଷ୍ଟ କ୍ରାନ୍ତି ସ୍ମାରକୀ ରଥ ଓ ସହୀଦ ସ୍ୱାଧୀନତା ସଂଗ୍ରାମୀଙ୍କ ଦାୟଦଙ୍କୁ ସମ୍ବର୍ଦ୍ଧନା। ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘରେ ନେତାଜି ସୁବାଷବୋଷ ଟାଉନ କ୍ଳବ ପକ୍ଷରୁ ଅଗଷ୍ଟ କ୍ରାନ୍ତି ସ୍ମାରକୀ ରଥ ଓ ସହୀଦ ସ୍ୱାଧୀନତା ସଂଗ୍ରାମୀଙ୍କ ଦାୟଦଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ମାଥିଲି ଗୁଳିକାଣ୍ଡ ଦିବସରେ ସୁଦୂର ଭଦ୍ରକ ଜିଲ୍ଲା ସହିଦ ପୀଠ ଇରମ ଓ ଭଣ୍ଡାରୀ ପୋଖରୀ ଅଞ୍ଚଳ ରୁ ଆସିଥିବା ଅଗଷ୍ଟ କ୍ରାନ୍ତି ସ୍ମାରକୀ ରଥ ଓ ସହିଦ ସଂଗ୍ରାମୀ ଦାୟଦଙ୍କୁ ସମ୍ବର୍ଦ୍ଧନା ମେଇ ଇରମ ସଭାପତି ମତ ରଖିଛନ