Download Now Banner

This browser does not support the video element.

ଖଲ୍ଲିକୋଟ୍: ତାଳପଡ଼ା ଓ ବେଗୁନିଆପଡ଼ା ରାସ୍ତାରେ ଅବକାରୀ ବିଭାଗ ର ଚଢ଼ାଉ; ୭୫ ଲିଟର ଦେଶୀମଦ ସହ ବାଇକ ଜବତ, ୨ ଗିରଫ

Khalikote, Ganjam | Sep 3, 2025
ତାଳପଡ଼ା ଓ ବେଗୁନିଆପଡ଼ା ରାସ୍ତାରେ ଆଜି ଦିନ ପ୍ରାୟ ୧୧ ଟା ସମୟରେ ଅବକାରୀ ବିଭାଗ ଚଢ଼ାଉ କରି ୭୫ ଲିଟର ଦେଶୀମଦ ସହ ଗୋଟିଏ ବାଇକ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଗିରଫ ଦୁଇ ଯୁବକ ହେଲେ ସୁନିଲ ନାୟକ ଓ ଦୟାବାନ୍ ନାୟକ ବୋଲି ଜଣା ପଡ଼ିଛି । ତେବେ ଚୋରା ଦେଶୀମଦ ଚାଲାଣ ଅଭିଯୋଗରେ ଗିରଫ ହୋଇଥିବା ସୁନିଲ ନାୟକ ଓ ଦୟାବାନ୍ ନାୟକଙ୍କୁ ଅପରାହ୍ନ ୩ ଟା ସମୟରେ କୋର୍ଟ ଚାଲାଣ କରାଯାଇଥିବା ଛତ୍ରପୁର ସଦର ରେଞ୍ଜ ଇନ୍ସପେକ୍ଟର ବାଳକ ବିଶି ସୂଚନା ପ୍ରଦାନ କରିଛନ୍ତି ।
Read More News
T & CPrivacy PolicyContact Us