This browser does not support the video element.
କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଦାବିପତ୍ର ପ୍ରଦାନ କଲା ନିଖିଳ ଓଡ଼ିଶା ନିର୍ମାଣ ମଜଦୂର ମହାସଂଘ
Kendrapara, Kendrapara | Sep 9, 2025
ନିଖିଳ ଓଡ଼ିଶା ନିର୍ମାଣ ମଜଦୂର ମହାସଂଘର ଏକ ଦଳ ଆଜି ପ୍ରାୟ ୧୧ ଘଣ୍ଟିକା ସମୟରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଦାବିପତ୍ର ପ୍ରଦାନ କରିଛନ୍ତି । ନିର୍ମାଣ ଶ୍ରମିକମାନଙ୍କ ସମସ୍ୟା, ନିଯୁକ୍ତି ସୁରକ୍ଷା, ମଜୁରୀ ବୃଦ୍ଧି ଓ ସାମାଜିକ ସୁବିଧା ସମ୍ପର୍କରେ ବିଭିନ୍ନ ଦାବି ଉଠାଯାଇଛି । ଏହି ଅବସରରେ ମହାସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ହସ୍ତାନ୍ତର କରାଯାଇଛି ଓ ଦ୍ରୁତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।