This browser does not support the video element.
ମାଲକାନଗିରି: ଉଣ୍ଡରୁକୋଣ୍ଡା ଠାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କଲେ ମାଲକାନଗିରି ଜିଲ୍ଲାପାଳ
Malkangiri, Malkangiri | Aug 30, 2025
ମାଲକାନଗିରି ଜିଲ୍ଲାପାଳ ଉଣ୍ଡରୁକୋଣ୍ଡା ଗସ୍ତ କରି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା ସହ ତଦାରଖ କରିଛନ୍ତି ।ଶନିବାର ମଧ୍ୟାହ୍ନରେ ଉଣ୍ଡରୁକୋଣ୍ଡା ଠାରେ ଥିବା କନ୍ୟାଶ୍ରମ ପି.ଏମ-ଶ୍ରୀ ସ୍କୁଲ, ଆମ ବ୍ୟାଙ୍କ ସୁବିଧା କେନ୍ଦ୍ର, ଘରୋଇ ଉତ୍ପାଦ ୟୁନିଟ୍ କେନ୍ଦ୍ର ବୁଲି ଦେଖିବା ସହ ସେଠାରେ ଚାଲିଥିବା କାର୍ଯ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।