This browser does not support the video element.
ଖୋର୍ଦ୍ଧା: ଟାଙ୍ଗୀର ଏକ କଲ୍ୟାଣୀ ମଣ୍ଡପ ପରିସରରେ ସାମ୍ୱାଦିକ ସମ୍ମିଳନୀ
Khordha, Khordha | Sep 1, 2025
BJD ପକ୍ଷରୁ ଆଜି ଟାଙ୍ଗୀ ରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ପ୍ରେସ ମିଟ ରେ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ,ବିଜେଡି ଯୁବ ନେତା ପ୍ରଦୀପ କୁମାର ମହାପାତ୍ର,ସମାଜ ସେବୀ ରମେଶ ଚନ୍ଦ୍ର ବେହେରା,ସମବାୟ ସମିତି ସଭାପତି ମହେନ୍ଦ୍ର କୁମାର ସାହୁ,ପୂର୍ବତନ ସମିତି ସଭ୍ୟ ନୀଳକଣ୍ଠ ବେହେରା,ଶାନ୍ତନୁ ପ୍ରଧାନ,ଯୁବ ନେତା ମାନସ ବଳିୟାର ସିଂ ପ୍ରମୁଖ ଉପସ୍ଥିତ ରହିଥିଲେ,, ଏହି ଅବସରରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁ ମୋହନ ସରକାରଙ୍କୁ ଡ୍ରାମା ବାଜ ସରକାର କହିଛନ୍ତି ।