This browser does not support the video element.
ବୋଲଗଡ: ସାନପଦର ଗ୍ରାମରେ ସ୍ୱର୍ଗତଃ ଗଙ୍ଗାଧର ପାଇକରାୟଙ୍କ ୨୬ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଯୋଗଦେଲେ ସ୍ଥାନୀୟ ବିଧାୟକ
Bolagad, Khordha | Aug 26, 2025
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସାମ୍ୟବାଦୀ କୃଷକନେତା ଏବଂ ବେଗୁନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀର ଚାରି ଚାରି ଥର ବିଧାୟକ ସାନପଦର ମାଟିର ସୁଯୋଗ୍ୟ ସନ୍ତାନ ସ୍ୱର୍ଗତଃ ଗଙ୍ଗାଧର ପାଇକରାୟଙ୍କ ୨୬ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସାନପଦର ଗ୍ରାମବାସୀଙ୍କ ଦ୍ୱାରା ଆୟୋଜିତ ସ୍ମୃତି ସଭାରେ ଯୋଗଦେଲେ ବେଗୁନିଆ ବୋଲଗଡ଼ ବିଧାୟକ ପ୍ରଦୀପ କୁମାର ସାହୁ। ଯୋଗଦେବା ସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ସ୍ମୃତି ଉଦ୍ଦେଶ୍ୟରେ ଉଦବୋଧନ୍ ରଖିଲେ|