Download Now Banner

This browser does not support the video element.

ବୀରମହାରାଜପୁର: ବିନିକା ସହର ନୂଆବଜାର ଠାରେ ଗଞ୍ଜେଇ ଭର୍ତ୍ତି କାରରେ ଲାଗିଲା ନିଆଁ, ଜଳିଜାଇ ଛାର ଖାର ହେଲା କାର ଏବଂ ଗଞ୍ଜେଇ

Biramaharajpur, Subarnapur (Sonepur) | Sep 6, 2025
ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ନୂଆବଜାର ଠାରେ ଗଞ୍ଜେଇ ଭର୍ତ୍ତି କାରରେ ଲାଗିଛି ନିଆଁ l ଆୟତ କଲା ଅଗ୍ନିଶମ ବାହିନୀl ସୂଚନା ଅନୁସାରେ ଆଜି ସକାଳ ପ୍ରାୟ 7ଟା ସମୟରେ ଗଞ୍ଜେଇ ଭର୍ତି କର ଆକସ୍ମିକ ଭାବରେ ନିଆଁ ଲାଗିଯାଇଥିଲା l। ଘଟଣା ସ୍ଥଳରୁ ଚାଳକ ଫେରାର ମାରିଛି l ତେବେ କାରରେ କେଉଁ କର୍ଣାରୁ ନିଆଁ ଲାଗିଲା ସ୍ପୋଷ୍ଟ୍ ହୋଇନଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି l
Read More News
T & CPrivacy PolicyContact Us