Download Now Banner

This browser does not support the video element.

ବୌଦ୍ଧ ସଦର: ମଥୁରା ଓ଼ ଚମ୍ପାପୁର ଗ୍ରାମରେ ଚାଲିଥିବା ବେଆନ ମଦ ତିଆରି ଆଡାରେ ଅବକାରୀ ଚଢ଼ାଉ ବିପୁଳ ପରିମାଣର ପୋଚ ସହିତ ମଦକୁ ଜବତ କରି ନଷ୍ଟ

Baudh Sadar, Boudh (Bauda) | Aug 25, 2025
ଆଜି ରାତ୍ର ୮ଟା ସମୟରେ ଜିଲ୍ଲା ଅବକାରୀ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ l ଆଜି ପାଖାପାଖି ମଧ୍ୟାନ୍ହ ୧୨.୩୦ସମୟରେ, ବୌଦ୍ଧ ସଦର ଅବକାରୀ ପୋଲିସ EI&EB ସମ୍ବଲପୁର ଓ଼ ବୌଦ୍ଧ ପୋଲିସର ମିଳିତ ଭାବରେ, ଇନସ୍ପେକଟର ଗଦାଧର ମଧରଣାଙ୍କ ନେତୃତ୍ୱରେ, ବୌଦ୍ଧ ଥନା ଅନ୍ତର୍ଗତ ମଥୁରା ଏବଂ ଚମ୍ପାପୁର ଗ୍ରାମରେ ଚାଲିଥିବା ବେଆନ ମହୁଲି ମଦ ତିଆରି ଆଡାରେ ଚଢ଼ାଉ କରାଯାଇଥିଲା l ଏହି ଚଢ଼ାଉରେ ୭୨୦କେଜି ମହୁଲ ପୋଚ ସହିତ ୩୪ଲିଟର ରନ୍ଧା ମଦକୁ ଜବତ କରି ନଷ୍ଟ
Read More News
T & CPrivacy PolicyContact Us