This browser does not support the video element.
ଜି ଉଦୟଗିରି: ରାଇପଦା ପାଖରେ ବାଇକ୍ ସ୍କୁଟି ,ମୁହଁ। ମୁହିଁ ଧକା,ତିନି ଗୁରୁତର,ଜଣେ ଆହାତ,ଜି ଉଦୟଗିରି ମେଡିକାଲ ରେ ଭର୍ତି
G Udayagiri, Kandhamal | Aug 25, 2025
ରାଇପଦା ପାଖରେ ବାଇକ୍ ସ୍କୁଟି ,ମୁହଁ। ମୁହିଁ ଧକା,ତିନି ଗୁରୁତର,ଜଣେ ଆହାତ,ଜି ଉଦୟଗିରି ମେଡିକାଲ ରେ ଭର୍ତି।108 ଯୋଗେ ଆସିଲେ ଜି ଉଦୟଗିରି ମେଡିକାଲ ।ଗୁରୁତର ମଧ୍ୟରୁ ଜଣେ ଝିଅ ଥିବା ବେଳେ ଅନ୍ୟ ଜଣେ କଳିଙ୍ଗା ପଞ୍ଚାୟତ ର ସରପଞ୍ଚ ବକ୍ସି ମଲ୍ଲିକ ବୋଲି ଜଣା ପଡିଛି।କ୍ଷୀପ୍ର ଗତିରେ ଆସୁଥିବା ବେଳେ ଏପରି ଦୁର୍ଘଟଣା ହୋଇଅଛି।ଗାଡ଼ି ଦୁଇଟି ରାସ୍ତା ତଳୁ ଛିଟିକି ପଡ଼ିଅଛି.