Download Now Banner

This browser does not support the video element.

ରେଢାଖୋଲ: ଖନ୍ଦାପୋଲ ଉପରେ ବାଇକ ସହ ସାଇକେଲ ଧକ୍କା , ଜଣେ ଆହତ

Rairakhol, Sambalpur | Sep 11, 2025
ଖନ୍ଦାପୋଲ ଉପରେ ବାଇକ ସହ ସାଇକେଲ ଧକ୍କା , ଜଣେ ଆହତ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ଖନ୍ଦାପୋଲ ଉପରେ ଗୁରୁବାର ଅପରାହ୍ନରେ ବାଇକ ସ‌ହ ଏକ ସାଇକେଲ ଧକ୍କା ହୋଇଛି ଫଳରେ ବାଇକ ଆରୋହୀ ଆହତ ହୋଇଛନ୍ତି । ବାଇକ ଚାଲକ ଜଣକ ହେଲେ ଦଳକି ଗ୍ରାମର ବାପୁନ୍ ପ୍ରଧାନ । ସେ ବାଇକରେ ନିଶା ଦ୍ରବ୍ୟ ସେବନ କରି ଆସୁଥିବା ବେଳେ ଭାରସାମ୍ୟ ହରାଇ ଏକ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇ ବାଇକ ସହ ତଲେ ପଡ଼ିଯାଇଥିଲା । ସାଇକେଲ ଆରୋହୀ ଙ୍କ କିଛି ହୋଇନଥିବା ବେଳେ ବାଇକ ଚାଳକର ମୁହଁ , ମୁଣ୍ଡ ଓ ନାକ ରେ ଆଘାତ ହୋଇ ରକ୍ତାକ୍ତ ହୋଇଯାଇଥିଲା ।
Read More News
T & CPrivacy PolicyContact Us