Install App
khabar24pintu
This browser does not support the video element.
କଟକ ପୌରାଞ୍ଚଳ: ମଣିସାହୁ ଛକରେ କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ଦୁର୍ଗାପୂଜା ଓ ଭସାଣି ନିମନ୍ତେ ବୈଠକ ଅନୁଷ୍ଠିତ, ସ୍ଥାନୀୟ ସାଂସଦ ଉପସ୍ଥିତ
Cuttack M Corp PS, Cuttack | Aug 24, 2025
ଏଥର ଧୁମ ଧାମ ରେ ପାଳନ ହେବ ଦଶହରା, ଡିଜେ ମୁକ୍ତ ରୋଷଣୀ , ନିଶା ମୁକ୍ତ ଭସାଣି ନାରା ନେଇ ପୂଜା ଓ ଭସାଣି ଉତ୍ସବ ପାଳନ କରିବା ଲାଗି ମଣିସାହୁ ଛକ ଠାରେ ରବିବାର ଦିନ ୧ଟାରେ ଆୟୋଜିତ କଟକ ମହାନଗର ଶାନ୍ତି କମିଟି ବୈଠକ ରେ ସ୍ଥିର କରାଯାଇଛି
Share
Read More News
T & C
Privacy Policy
Contact Us
Your browser does not support JavaScript!