This browser does not support the video element.
ମାଲକାନଗିରି: କୁଡୁମୁଲୁଗୁମ୍ମା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ସମ୍ବାଦ ପକ୍ଷରୁ ବାର୍ଷିକ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ
Malkangiri, Malkangiri | Sep 7, 2025
ଆଜି ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ସମ୍ବାଦ ପକ୍ଷରୁ ବାର୍ଷିକ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ କୁଡୁମୁଲୁଗୁମ୍ମା ସମ୍ବାଦ ପ୍ରତିନିଧି ଜ୍ୟୋତି ରଞ୍ଜନ ବେହେରାଙ୍କ ନେତୃତ୍ୱରେ ହୋଇଥିବା ବେଳେ କୁଡୁମୁଲୁଗୁମ୍ମା ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ କୃପାସିନ୍ଧୁ ଆମ୍ବାଗୁଡ଼ିଆ, କୁଡୁମୁଲୁଗୁମ୍ମା ଗୋଷ୍ଠି ଶିକ୍ଷା କାର୍ଯାଳୟର ସେକ୍ସନ ଅଫିସର ମାଧବ ମହାନନ୍ଦିଆ ପ୍ରମୁଖ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।