Download Now Banner

This browser does not support the video element.

ଖଲ୍ଲିକୋଟ୍: ଖଲ୍ଲିକୋଟ ଥାନା ଅଞ୍ଚଳରେ ଜଣେ ନାବାଳିକା କୁ ଅସଦାଚରଣ ଅଭିଯୋଗରେ ଜଣେ ଯୁବକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

Khalikote, Ganjam | Sep 5, 2025
ଖଲ୍ଲିକୋଟ ଥାନା ଅଞ୍ଚଳରେ ଜଣେ ନାବାଳିକା କୁ ଜଣେ ଯୁବକ ଅସଦାଚରଣ କରିଥିବା ନେଇ ଖଲ୍ଲିକୋଟ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ପୋଲିସ ଥାନାରେ ୭୨୩/୨୦୨୫ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ତେବେ ଶୁକ୍ରବାର ଦିନ ପ୍ରାୟ ୧୨ ଟା ସମୟରେ ଫାସିଡି ଅଞ୍ଚଳରୁ ଯୁବକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଖଲ୍ଲିକୋଟ ଥାନା ପୋଲିସ । ଗିରଫ ଯୁବକ ଜଣଙ୍କ ପି କେଶବ ପାତ୍ର ବୋଲି ଜଣା ପଡ଼ିଛି ।
Read More News
T & CPrivacy PolicyContact Us