Download Now Banner

This browser does not support the video element.

ସୋନପୁର: ଲୁତୁରପଙ୍କ ରେ ନିଆରା ଢଙ୍ଗରେ ପାଳନ ହେଲା ପବିତ୍ର ଗୁରୁଦିବସ, ଅଂଚଳରେ ଖୁସିର ଲହରୀ

Sonapur, Subarnapur (Sonepur) | Sep 5, 2025
ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଲୁତୁରପଙ୍କ ଠାରେ ସ୍ଥାନୀୟ ସରପଞ୍ଚ ସୂର୍ଯ୍ୟ ନାରାୟଣ ନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ନିଆରା ଢଙ୍ଗରେ ପବିତ୍ର ଗୁରୁ ଦିବସ ପାଳନ ହୋଇଯାଇଛି l ଏହି କ୍ରମରେ ଗ୍ରାମ ପଂଚାୟତର ଶବସରପ୍ରାପ୍ତ ଏବଂ କାର୍ଯ୍ୟରତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନିମନ୍ତରଣ କରାଯାଇଥିଲା l କାର୍ଯ୍ୟକ୍ରମ ରେ ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଛାତ୍ର ଛାତ୍ରୀ ମାନେ ପରମ୍ପରା ଅନୁସାରେ ପୂଜାର୍
Read More News
T & CPrivacy PolicyContact Us