Download Now Banner

This browser does not support the video element.

ତେଲକୋଇ: ବୁଢାଆମ୍ବ ,ଖଜୁରୀଆ ଅଞ୍ଚଳରେ ପଲୁଆ ହାତୀ ,ବନବିଭାଗ ରଖିଛି ନଜର ।

Telkoi, Kendujhar | Oct 1, 2025
କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ବୁଢା ଆମ୍ବ,ଖଜୁରିଆ ଗାଁ ଅଞ୍ଚଳରେ ପୁଲୁଆ ହାତୀ । ବନବିଭାଗ ରଖିଛି ନଜର ,ବନ ବିହାରୀ ପୁର, ଆକୁଳ, ବୁଢା ଆମ୍ବ ,ଖଜୁରିଆ ଅଞ୍ଚଳର ଚାଷି ଧାନ କ୍ଷେତରେ ସତର୍କ ରହିବାକୁ ବନବିଭାଗର ଆଜି ରାତ୍ରୀ ନଅଟା ସମୟର ସୂଚନା ।
Read More News
T & CPrivacy PolicyContact Us